ସାଂସଦମାନେ ପ୍ରତି ୨ ମାସରେ ଯେଉଁପରି ଭାବେ ନିଜ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ

ସାଂସଦମାନେ ପ୍ରତି ୨ ମାସରେ ଯେଉଁପରି ଭାବେ ନିଜ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ସାଂସଦମାନେ ପ୍ରତି ୨ ମାସରେ ଯେଉଁପରି ଭାବେ ନିଜ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି ବିଧାୟକମାନେ ବି ଏବେ ସେହି ସମାନ ଢାଞ୍ଚା ଅନୁସରଣ କରିବେ। ସେମାନଙ୍କୁ ମଧ୍ୟ ପ୍ରତି ୨ ମାସରେ ରିପୋର୍ଟ କାର୍ଡ ଦେବାକୁ ପଡ଼ିବ । ଏପରି ସ୍ଥିତିରେ ନୂଆ କରି ବିଧାନସଭା ଆସିଥିବା ବିଧାୟକଙ୍କ ପାଇଁ ବି କିଛି କୋହଳ ମନୋଭାବ ପୋଷଣ କରି ନାହାନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ କାର୍ଯ୍ୟଶୈଳି ଉପରେ ଖୋଦ୍ ନଜର ରଖିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *