ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଫଡ଼ନାଭିସ, ଏହି ଚେକ୍‌ରେ ଦସ୍ତଖତ କଲେ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଫଡ଼ନାଭିସ, ଏହି ଚେକ୍‌ରେ ଦସ୍ତଖତ କଲେ।
ଭୁବନେଶ୍ୱର: ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଙ୍କୁ ଜଳକା କରି ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍‌ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଡ଼ନାଭିସ୍‌ ଯେଉଁଭଳି ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ ନେଇ ସାଂସଦରୁ ନେଇ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି।

ହେଲେ ଆଜି ଫଡ଼ନାଭିସ୍‌ ଦାୟିତ୍ୱ ଗ୍ରହଣ କରି ପ୍ରଥମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଚେକ୍‌ରେ ଦସ୍ତଖତ କରିଛନ୍ତି। ରାଜ୍ୟ ସଚିବାଳୟ ଭାବେ ପରିଚିତ ‘ମନ୍ତ୍ରଣାଳୟ’ରେ ଆଜି ଫଡ଼ନାଭିସ୍‌ ପହଞ୍ଚି ପ୍ରଥମେ ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *