ମୁକୁନ୍ଦ ଦାସ ଫାଉଣ୍ଡେସନ ପକ୍ଷରୁ ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନରେ ମିଷ୍ଟାନ୍ନ ବଣ୍ଠନ

ମୁକୁନ୍ଦ ଦାସ ଫାଉଣ୍ଡେସନ ପକ୍ଷରୁ ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନରେ ମିଷ୍ଟାନ୍ନ ବଣ୍ଠନ!

ଭୁବନେଶ୍ୱର: ମୁକୁନ୍ଦ ଦାସ ଫାଉଣ୍ଡେସନ ପକ୍ଷରୁ ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନରେ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ତଥା ସ୍ୱାଧୀନତା ସଂଗ୍ରାମୀ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନଙ୍କୁ ଉପହାର ବଂଟନ ସହ ଓଡିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ସ୍ମୃତିଚାରଣ କରାଗଲା ଝାରପଡା ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ ..

Leave a Reply

Your email address will not be published. Required fields are marked *