ମୋଦିଙ୍କ_ସହ_ମାଇକ୍ରୋସଫ୍ଟ_ମୁଖ୍ୟ ବିଲ୍ ଗେଟ୍ସଙ୍କ ସହ ଭେଟଘାଟ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍

ମୋଦିଙ୍କ_ସହ_ମାଇକ୍ରୋସଫ୍ଟ_ମୁଖ୍ୟ
ବିଲ୍ ଗେଟ୍ସଙ୍କ ସହ ଭେଟଘାଟ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍ ।

ଭୁବନେଶ୍ୱର: ଦିଲ୍ଲୀ: ମୋଦିଙ୍କ_ସହ_ମାଇକ୍ରୋସଫ୍ଟ_ମୁଖ୍ୟ
ବିଲ୍ ଗେଟ୍ସଙ୍କ ସହ ଭେଟଘାଟ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍ । କହିଲେ, ଏଭଳି ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତ ସର୍ବଦା ଆନନ୍ଦ ଦେଇଥାଏ ଏବଂ ଅନେକ ବିଷୟରେ ଆଲୋଚନା ମଧ୍ୟ କରିବାକୁ ସୁଯୋଗ ମିଳେ । ତାଙ୍କର ନୂତନ ଭାବନା ପୃଥିବୀକୁ ଉଚ୍ଚସ୍ତର ଅଭିମୁଖେ ନେବାକୁ ଉଦ୍ୟମ କରୁଛି

Leave a Reply

Your email address will not be published. Required fields are marked *