କାଲବୁଦ୍ଧିଆ ଗ୍ରାମରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ …….!

କାଲବୁଦ୍ଧିଆ ଗ୍ରାମରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ …….!

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କାଲବୁଦ୍ଧିଆ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା । ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ବେଳେ ୬ ଦିନ ଧରି ଖେଳ ହେଇଥିଲା। ଫାଇନାଲ ମ୍ୟାଚ ଡ଼ଙ୍ଗା ପାଳ ଓ କୁଷୁମୁଣ୍ଡିଆ ମଧ୍ୟ ଖେଳ ହେଇଥିଲା ପ୍ରଥମେ ଡ଼ଙ୍ଗା ପାଳ ବ୍ୟାଟିଂ ୧୫ ଉଭର୍ ରେ ୭୦ ରନ୍ ସଂଗ୍ରହ କରି ଥିଲେ କୁସୁମୁଣ୍ଡୁଆ ୧୩ ଉଇଭ ରେ ୭୩ ରନ୍ କରି ବିଜୟ ଲାଭ କରିଥିଲା।ଖେଳ ପରିଚାଳନା ଗଣେଶ ମହାନ୍ତ ଓ ଗୁରୁ ଗାଗରାଇ ।ଖେଳରେ ଚୁଇଙ୍ଗମ୍ ମହାନ୍ତ, ଟଙ୍କଧର ମହାନ୍ତ, ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଓ ସମ୍ମାନିୟ ଅତିଥି ଦିଲିପ୍ ପାଳ ଯୋଗଦାନ କରିଥିଲେ। ବିଜୟ ଦଳ ଓ ରନ ଅଫ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।ସ୍ୱତନ୍ତ୍ର ରିପୋର୍ଟର ସୁବାଷ ପଧାନ

Leave a Reply

Your email address will not be published. Required fields are marked *