ଓଡିଶା ମାଟି ପାଈଁ ଗୈାରବ

ଓଡିଶା ମାଟି ପାଈଁ ଗୈାରବ

ଭୁବନେଶ୍ୱର: ଓଡିଶା ମାଟି ପାଈଁ ଗୈାରବ ଅାଣିଛନ୍ତି ସେଣ୍ଟ. ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁର ରେ ପଢୁଥିବା ଖୋର୍ଧା ର ଝିଅ ଅନ୍ୱେଶା ଭନ୍ଜଦେଓ।ସୁଦୁର ଦିଲ୍ଲୀ ରେ ଅାୟୋଜିତ ହୋଇଯାଇଥିବା ଇଭିକ୍ ମିସ୍ ଇଣ୍ଡିଅା ୟୁନିଭର୍ସ ରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ ହୋଇଛନ୍ତି ସେ। ଏଇ ଯାତ୍ରା ର ଅନୁଭୁତି ବିଷୟ ରେ ସେ କହିଛନ୍ତି କି ଏହା ତାଂକ ପାଇଂ ସ୍ମରଣୀୟ ହୋଇ ରହିବ। ଦେଶ ର ଅନେକ ସହର ରୁ ଅାସିଥିବା ବହୁ ପ୍ରତିଯୋଗି ମାନକୁଂ ପଛରେ ପକାଇ ସେ ଏଇ ସଫଳତା ପାଇଛନ୍ତି। ଏଥିସହ ଅାହୁରି ଦୁଇଟି ଆୱାର୍ଡ ଜିତିଛନ୍ତି ଯଥା ବେଷ୍ଟ ରାମ୍ପ ୱାକ ଏବଂ ବେଷ୍ଟ ଆଇକନିକ୍ ଆଇଜ୍। ତାଂକୁ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇଥିବା ରୁ ସେ ଓଡିଶା ଫ୍ୟାସନ ଭିଲ୍ଲା କୁ ଧନ୍ୟବାଦ ଜଣେଇଛନ୍ତି। ଫ୍ୟାସନ ଜଗତ ରେ ଓଡିଶା କୁ ଗୌରବାନ୍ୟୁତ କରୁଥିବା ପ୍ରତିଯୋଗି ମାନକୁଂ ସରକାର କଂ ତରଫରୁ ସହାୟତା କରାଗଲେ ଆହୁରି ଅନେକ ପ୍ରତିଯୋଗିତା ରେ ସେମାନେ ଓଡିଶା କୁ ଗୌରବାନ୍ୟୁତ କରିପାରିବେ ବୋଲି ଲୋକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *