ଅସହାୟଙ୍କୁ ମାସ୍କ ଓ ସାନିଟାଇଜ୍ ବଂଟନ

ଅସହାୟଙ୍କୁ ମାସ୍କ ଓ ସାନିଟାଇଜ୍ ବଂଟନ

ଭୁବନେଶ୍ୱର, ୧୫/୯ : ହରି ଓଁ କ୍ଲବର ବରିଷ୍ଟ ନାଗରିକଙ୍କ ଦ୍ୱାରା ଅସହାୟଙ୍କୁ ମାସ୍କ ଓ ସାନିଟାଇଜ୍ ବଂଟନ କରାଯାଇଛି । ସ୍ଥାନୀୟ ମାଉସି ମା’ ମନ୍ଦିରରେ ବସୁଥିବା ବିକ୍ଷୁକ ଓ ବିଭିନ୍ନ ଅସହାୟ ବ୍ୟକ୍ତି ଓ ଦୋକାନ ମାନଙ୍କରେ ଏହା ବଂଟନ କରାଯିବା ସହ କୋଭିଡ଼୍ ସମ୍ପର୍କରେ ସଚେତନ କରାଯାଇଥିଲା । କ୍ଲବ୍‌ର ସଭାପତି ରମାକାନ୍ତ ମହାନ୍ତି, ସମ୍ପାଦକ ବିଷ୍ଣୁ ପ୍ରସାଦ ମୁଦୁଲ, ଗୋପି ମୋହନ ପଟ୍ଟନାୟକ, ସୁଧିର ରଞ୍ଜନ ଜେନା, ଅମିତାଭ ମିତ୍ର, ଲିଙ୍ଗରାଜ ବେହେରା, ଉଲ୍ଲାଶ ଚନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ଦାଶ, ଶରତ ଚନ୍ଦ୍ର ପଣ୍ଡା, ବିମଳ ଦାଶ, ଦର୍ଗାମାଧବ ମିଶ୍ର, ମହେଶ ପ୍ରସାଦ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *