ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ!

ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ!

!ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସକୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି । ଦୀର୍ଘ ଦିନର ଏହି କମ୍ପଲେକ୍ସକୁ ୨୦୧୩ ମସିହାରେ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ତା ପରେ ମଧ୍ୟ କିଛି ବ୍ୟବସାୟୀଙ୍କ ଦ୍ୱାରା ଦୋକାନ ଖୋଲାଯାଇଥିଲା!!

Leave a Reply

Your email address will not be published. Required fields are marked *