ଦୁଇ ହାର୍ଡକର ମାଓବାଦୀ ଙ୍କ ଆତ୍ମସମର୍ପଣ ।

ଭୁବନେଶ୍ୱର:୦୧୨.୦୭ ମାଲକାନଗିରି ପୋଲିସ ନିକଟରେ ଦୁଇ ହାର୍ଡକର ମାଓବାଦୀ ଙ୍କ ଆତ୍ମସମର୍ପଣ । ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନ ରେ ସାମିଲ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲେ । କାନା ମାଡ଼ି ଏସିଏମ ଭାବେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଲାକେ ମାଓ ସଂଗଠନ ର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ , ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

Leave a Reply

Your email address will not be published. Required fields are marked *