କୋହଳ ହେବନି ଟ୍ରାଫିକ ଜରିମାନା,

କୋହଳ ହେବନି ଟ୍ରାଫିକ ଜରିମାନା,

ଭୁବନେଶ୍ୱର: କୋହଳ ହେବନି ଟ୍ରାଫିକ ଜରିମାନା, ଦୋହରାଇଲେ ପରିବହନ ମନ୍ତ୍ରୀ; କିଛି ରାଜ୍ୟ କମ୍ କରିଛନ୍ତି, କିନ୍ତୁ ଓଡ଼ିଶାରେ କମ୍ ହେବନି; ଟ୍ରାଫିକ୍ ନିୟମକୁ ନେଇ ଲୋକେ ସଚେତନ ହେଉଛନ୍ତି; ଆସନ୍ତା ୧୮ରେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ଜରିମାନା ନେଇ ବୈଠକ; ଭୁଲ୍ ଜରିମାନା କଟାଯାଉଥିବା ନେଇ ବୈଠକରେ ଆଲୋଚନା ହେବ

Leave a Reply

Your email address will not be published. Required fields are marked *