ମହିଳା ଉଦ୍ୟୋଗୀକରଣ କମିଟି ମୁଖ୍ୟମନ୍ତ୍ରୀ ଉଦଘାଟନ୍ କଲେ।

ମହିଳା ଉଦ୍ୟୋଗୀକରଣ କମିଟି ମୁଖ୍ୟମନ୍ତ୍ରୀ ଉଦଘାଟନ୍ କଲେ।

ଭୁବନେଶ୍ୱର,୧୫.୦୧.୨୦: ଆଇସିସିର ମହିଳା ଉଦ୍ୟୋଗୀକରଣ କମିଟି ଉଦଘାଟିତ ହୋଇଯାଇଛି । ମହିଳା ଉଦ୍ୟୋଗୀକରଣ କମିଟିକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ଦେଇ କହିଛନ୍ତି ଯେ, ମହିଳା ସଶକ୍ତୀକରଣରେ ଆମେ ଚାମ୍ପିଆନ୍ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଆମେ ଭଲ କାମ କରିଛୁ ।’

Leave a Reply

Your email address will not be published. Required fields are marked *