ମାହାଙ୍ଗା ଆବାସ ଦୁର୍ନିତି କେଳାଙ୍କାରୀ

ମାହାଙ୍ଗା ଆବାସ ଦୁର୍ନିତି କେଳାଙ୍କାରୀ

ଭୁବନେଶ୍ୱର: ମାହାଙ୍ଗା ଆବାସ ଦୁର୍ନିତି ଓ କେଳାଙ୍କାରୀ ରେ ମାହାଙ୍ଗା ଥାନାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ର ବିଜେଡ଼ି ସାଧାରଣ ସମ୍ପାଦକ ଭିକାରି ଚରଣ ସ୍ଵାଇଁ ଙ୍କ ବିରୋଧ ରେ ଦଫା :-୪୨୦,୪୬୭,୪୬୮,୧୬୭,୧୨୦ବି……ରେ ମାମଲା ରୁଜୁ କରାଯାଇଥିବା ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। କିନ୍ତୁ ଉକ୍ତ ମାମଲା ରୁଜୁ ପରେ ପ୍ରଶାସନ ପକ୍ଷରୁ ଏ ଦିଗରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି

Leave a Reply

Your email address will not be published. Required fields are marked *