ସର୍ବସାଧାରଣଙ୍କ ପାଇଁ ଖୋଲିଲା ଲୋକସେବା ଭବନ ଉଦ୍ୟାନ।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଲୋକସେବା ଭବନ ଉଦ୍ୟାନ।

ଭୁବନେଶ୍ବର:ଶନିବାର ଦିନ ଖୋଲିଲା
ଉଦ୍ୟାନ। ଜନସାଧାରଣ ଲୋକେ ନ ଆସିବା ଲୋକେ ଆଜି ଆଜି ଲୋକ ସେବା ଭବନ ରେ ମଜା ନେଲେ ଖୁସି କଲେ ଓ ଖୁସି ମହିଳା ଓ ଛାତ୍ରୀ ପରସ୍ପର ଭିତରେ ସେମାନେ ସେଲ୍ଫି ନେଲେ ଶୀତଦିନରେ ବିଭିନ୍ନ କିସମର ଫୁଲର ସମ୍ଭାର ଲୋକସେବା ଭବନ ଉଦ୍ୟାନ ଜନସାଧାରଣଙ୍କ ଉଦେଶ୍ୟରେ ଖୋଲିଲା ଜାନୁଆରୀ ମାସର ୫ ଦିନ ପାଇଁ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକସେବା ଭବନ ପାର୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନର୍ଦେଶ ଦେଇଥିଲେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନକୁ ଜାନୁଆରୀ ୧୧,୧୨,୧୯,୨୫ ଏବଂ ୨୬ ତାରିଖରେ ପରିଭ୍ରମଣ ପାଇଁ ଲୋକ ସେବା ଭବନ ରେ ଏହି ୫ ଦିନ ଅପରାହ୍ନ ୩ ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଲୋକସେବା ଭବନର ଏକ ନମ୍ବର ଗେଟ୍ ମଧ୍ୟ ଦେଇ ପ୍ରବେଶ କରି ଉଦ୍ୟାନରେ ଥିବା ବିଭିନ୍ନ ଫୁଲର ସମ୍ଭାରକୁ ଉପଭୋଗ କରିପାରିବେ।

Leave a Reply

Your email address will not be published. Required fields are marked *