ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଲା

ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଲା


ଭୁବନେଶ୍ୱର, ୧୪ା୧୨: ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ ଲୋକସେବା ଭବନକୁ ପରିବର୍ତ୍ତନ ପରେ ସେହି ଅନୁସାରେ ରାସ୍ତାର ନାମ ବଦଳିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *