ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ଉଚ୍ଛେଦ ଜାରି।

ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ଉଚ୍ଛେଦ ଜାରି।


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ପୁରୁଣା ଭୁବନେଶ୍ୱର ବିକାଶ କରିଯିବା ପରେ ଆଜି ଉଛେଦ ଜାରି ରହିଛି। ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଶୁକ୍ରବାର ମଧ୍ୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମନ୍ଦିରର ଦକ୍ଷିଣ ଦ୍ୱାର ସଂଲଗ୍ନରେ ଥିବା ଜବରଦଖଲ ଆଜି ଉଚ୍ଛେଦ କରାଯାଉଛି। ମନ୍ଦିରର ନବୀକରଣ ଓ ବିକାଶ ପାଇଁ ବିଏମସି ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ଗତକାଲି ସ୍ଥାନୀୟଲୋକେ ବିରୋଧ ପରେ ବୁଲଡ଼ୋଜୋର ଫେରି ଯାଇଥିଲା। ମାତ୍ର ପରେ ମୁଖ୍ୟମନ୍ତ୍ରୀ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ। ଏହାପରେ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *