ପୁଲିସ୍ ଉପରେ ମୋର ଭରସାନାହିଁ କି ଏଭରି କାମ କରୁଛି ।କାହାର ଭରସା ରହିବନି।

ପୁଲିସ୍ ଉପରେ ମୋର ଭରସାନାହିଁ କି ଏଭରି କାମ କରୁଛି ।କାହାର ଭରସା ରହିବନି।

ଭୁବେନେଶ୍ୱର:ପୁଲିସ୍ ଉପରେ ମୋର ଭରସାନାହିଁ
ମୁଁ ଗୋଟେ ସର୍ଦ୍ଦାର, ମୋ ଜାନ୍ ଚାଲି ଯାଇଥାଆନ୍ତା ପଛେ କିନ୍ତୁ ମୋ ଇଜ୍ଜତ ହେଉଛି ମୋ ପଗଡ଼ି ।ସେ ଅସଭ୍ୟମାନେ ମୋ ଜାତିର ସମ୍ମାନକୁ ଭିଡ଼ି ଓଟାରି ପକାଉଥିଲେ।
ମତେ ଭୟଙ୍କର ଭାବେ ପିଟି ଚାଲିଥିଲେ, ଅତି କୁତ୍ସିତ ଭାଷାରେ ଗାଳିଗୁଲ କରୁଥିଲେ।ଇଟା ପଥର ମାରୁଥିଲେ, ମୋ ଆଖି କୁ ମାରି ଫଟେଇ ଦେଇଛନ୍ତି।ହେଲେ ଏ ସବୁ ପୁଲିସ୍ ଜଳଜଳ ଦେଖୁଥିଲା, ହେଲେ ପିସିଆର୍ ଭ୍ୟନ୍ ସେଠୁ ପଳାଇଗଲା ପଛେ ମୋର କେହି ସହାୟ ହେଲେନି।ପଗଡ଼ି ମୋର ଇଜ୍ଜତ, ଆମ ଧର୍ମର ପ୍ରତୀକ ।ତାକୁ ତଳେ ଚକଟି ଅସମ୍ମାନ କରାଗଲା ମୋର ଆଉ କ’ଣ ଇଜ୍ଜତ ରହିଲା ?ବଞ୍ଚିବାକୁ ବି ଇଚ୍ଛା ନାହିଁ : ପରବିନ୍ଦର ପାଲ୍ ସିଂ

Leave a Reply

Your email address will not be published. Required fields are marked *