କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସଆଇଟି ଟିମର ବୈଠକ

କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସଆଇଟି ଟିମର ବୈଠକ

ଭୁବନେଶ୍ୱର: କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସଆଇଟି ଟିମର ବୈଠକ ହୋଇଛି। ଏହି ବୈଠକରେ ୩ଟି ରେଞ୍ଜର ଡିଆଇଜି ସତ୍ୟବ୍ରତ ଭୋଇ, ସଫିନ୍ ଅହମ୍ମଦ କେ, ହିମାଂଶୁ ଲାଲଙ୍କ ଉପସ୍ଥିତ ଅଛନ୍ତି। କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାରେ ଏକକାଳିନ ଶୁଣାଣି କରି ହାଇକୋର୍ଟ ଏସଆଇଟି ଟିମ୍ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ଏସଆଇଟିର ପ୍ରଥମ ବୈଠକ ହୋଇଛି। ବୈଠକରେ ପୀଡିତାଙ୍କ ମା, ଖୁଡି, ଭାଇ ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *