ଭୁବନେଶ୍ୱର କାନ୍ଥ ରେ କୋଭିଡ ସଚେତନତା

ଭୁବନେଶ୍ୱର:୧୬.୦୯ ବିଶ୍ୱ କୁ କୋଭିଡ ଗ୍ରାସିଥିବା ବେଳେ ଲୋକଙ୍କୁ ସଚେତନ ଛଡ଼ା ଅନ୍ୟ କିଛି ବିକଳ୍ପ ନ ଥିବାରୁ ଜନସାଧାରଙ୍କ ଉଦେଶ୍ୟ ରେ ବିଭିନ୍ନ ମାଧ୍ୟମ ରେ ସଚେତନ କରା ଯାଉଛି। ଜୀବନ ଜୀବିକା ହାରିଥିବା ଅନେକ ଚିତ୍ରଶିଳ୍ପୀ ମାନଙ୍କୁ ସରକାର ଏହି ମାଧ୍ୟମ ରେ କିଛି ରୋଜଗାର ଏବଂ ଲୋକଙ୍କୁ ସଚେତନ କରିବା ର ଆୟୋଜନ କରିଛନ୍ତି।
ଭୁବନେଶ୍ୱର ପାୱେର ହାଉସ ଠାରୁ ଆରଂମ୍ଭ ହୋଇଥିବା ଏହି କାନ୍ଥ ଚିତ୍ର ବିଭିନ୍ନ ୱାର୍ଡ ରେ ଦେଖିବାକୁ ମିଲବ। ବି କେ ଆର୍ଟ ମହାବିଦ୍ୟାଳୟର ପୁରାତନ ଛାତ୍ର , ଉତ୍କଳ ୟୁନିଭେର୍ସିଟି ଅଫ କଲଚର ଚିତ୍ରଶିଳ୍ପୀ ଏବଂ କିଛି କୁଶଳ ଚିତ୍ରଶିଳ୍ପୀ ଜୋର ସୋର ରେ ଲାଗିପଡିଛନ୍ତ ଏହି କୋବିଡ଼ ସଚେତନତା କୁ ଲାକଙ୍କ ଉଦେଶ୍ୟରେ।

Leave a Reply

Your email address will not be published. Required fields are marked *