୨୯ରେ କିଟ୍‍ ନହ୍ନିପରୀ ଫାଇନାଲ୍‍

୨୯ରେ କିଟ୍‍ ନହ୍ନିପରୀ ଫାଇନାଲ୍‍

ଭୁବନେଶ୍ୱର, ୨୭ ।୧୨: ବହୁ ପ୍ରତିକ୍ଷୀତ କିଟ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର-୨୦୧୯ ପ୍ରତେିଯାଗିତା ଗ୍ରାଣ୍ଡ
ଫିନାଲେ ଡିସେମ୍ବର ୨୮ ଓ ୨୯ତାରିଖ ଦୁଇ ଦିନ ଧରି କିଟ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପରିସରରେ ଅନଷ୍ଟିତ ହେବ । ଏଥିପାଇଁ
୨୯ ତାରିଖରେ ଫାଇନାଲ୍‍ ପ୍ରତିଯୋଗିତା ଅନଷ୍ଟିତ ହେବା ସହ ଟାଇଟଲ୍‍ ବିଯେତାଙ୍କ ନାମ ଘୋଷଣା କରାଯବି । ଉଦ୍‍ଯାପନୀ
ଉତ୍ସବରେ ଫେମିନା ମିସ୍‍ ଇଣ୍ଡିଆ- ୨୦୧୯ ସୁମନା ରାଓ, ମିସ୍‍ ଗ୍ରାଣ୍ଡ ଇଣ୍ଡିଆ- ୨୦୧୯ ଶିବାନୀ ଯାଦବ, ମିସ୍‍ ଇଣ୍ଡିଆ
ୟୁନାଇଟେଡ୍‍ କଣ୍ଟିନେଣ୍ଟ- ୨୦୧୯ ଶ୍ରେୟା ଶଙ୍କର, ମିସ୍‍ ୱାଲ୍‍ର୍ଡ କଇୁ ନଡାଂ ଚୀନ- ୨୦୧୭ କିଓ କିଓ ଏବଂ ଦକ୍ଷିଣ
କୋରିଆର ବଶି ିଷ୍ଟ ଅଭିନେତ୍ରୀ ଜଙ୍ଗ ହେ ସନ୍‍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନହ୍ନିପରୀ ଟାଇଟଲ୍‍ ବିଜୟିନୀଙ୍କୁ ମୁକୁଟ
ପିନ୍ଧାଇବେ । କିଟ୍‍ ନହ୍ନିପରୀ ଟାଇଟଲ୍‍ ବିଜୟିନୀଙ୍କୁ ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କିମ୍ବା
ମାଆଙ୍କ ସହିତ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ । ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍‍ ବିଜୟିନୀଙ୍କୁ ଯଥାକ୍ରମେ ୧୦ଲକ୍ଷ
ଓ ୯.୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯବି । ସେହିପରି ପ୍ରତେି ଯାଗିତାର ଅନ୍ୟାନ୍ୟ ବର୍ଗ ଯଥା: ମିସ୍ ରାପୁଞ୍ଜେଲ୍, ମିସ୍
ଫଟୋଜେନିକ,୍ ମିସ୍ସେଲଫି (ଫେସ୍ବୁକ୍ରେ ସର୍ବାଧିକ ଲାଇକ୍), ମିସ୍ଫେସନ୍ ଗାର୍ଲ, ମିସ୍ ଉଇଜ୍କିଡ଼୍, ମିସ୍ ସେି ଣ୍ଡ୍ରଲା, ମିସ୍
ଉବର୍ସ ୀ, ମିସ୍ କ୍ୟାଟ୍ୱାକ୍, ମିସ୍ ମୋନାଲିସା ଏବଂ ମିସ୍ ଆକ୍ଟିଭ୍ ଆଦିରେ ମଧ୍ୟ ଅର୍ଥ ରାଶି ପୁରସ୍କାର ବ୍ୟବସ୍ଥା ରହିଛି ।
ଫାଇନାଲ୍‍ ପର୍ଯ୍ୟ ।ୟରେ ବଭି ିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
କଟି ୍‍ ନହ୍ନିପରୀର ୧୯ତମ ସଂସ୍କରଣ ପାଇଁ କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଗୌହାଟି, ଲକ୍ଷେ୍ନø, ମୁମ୍ବାଇ,
ପାଟଣା, ଇଟାନଗର ଓ ଭୁବନେଶ୍ୱର ଆଦି ଭାରତର ୨୩ଟି ରାଜ୍ୟର ବଭି ିନ୍ନ ସହରରେ ଆଞ୍ଚଳିକ ଅଡସି ନ୍‍ ଶେଷ ହେବା ପରେ
ସେଥôର ୁ ୩୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗୀମାନେ ୨୮ତାରିଖରୁ
ଅନଷ୍ଠୁ ିତ ହେବାକୁ ଥିବା ବଭି ିନ୍ନ ପ୍ରତିଯୋଗିତାର ସେମିଫାଇନାଲ୍‍ଓ ଫାଇାନଲ୍‍ ରାଉଣ୍ଡରେ ଉତ୍ତୀର୍ଣ୍ଣହେବାକୁ ପଡ଼ିବ ।ସେଥତ୍ମ ଧ୍ୟରୁ
୧୦ଜଣଙ୍କୁ ଚୂଡା଼ନ୍ତ ପର୍ଯ୍ୟାୟକୁ ମନୋନୀତ କରାଯିବ । ଉଚ୍ଚ ଜୁରିମଣ୍ଡଳୀ ପ୍ରତେି ଯାଗୀମାନଙ୍କ ବଭି ିନ୍ନ ପର୍ଯ୍ୟ ।ୟର ଫଳାଫଳକୁ
ବଚି ।ର କରିବା ପରେ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରାଯିବ । ଏହି ୧୦ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତେି ଯାଗୀଙ୍କୁ କିଟ୍‍ ନହ୍ନିପରୀ
୨୦୧୯ଟାଇଟଲ୍‍ ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ୨୦୦୧ ମସିହାରେ ବିଶିଷ୍ଟ ଶିକ୍ଷାବତି ଓ ସମାଜସେବୀ ଅଚ୍ୟୁ ତ
ସାମନ୍ତଙ୍କ ପୃଷ୍ଠପୋଷକତାରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ଏବେ ସମଗ୍ର ଦେଶରେ
କନୁ ି ସୁନ୍ଦରୀ ପ୍ରତିଯୋଗିତା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଥôବ । ବେଳେ ଏଥେô ର ଭାଗ ନେବା ପାଇଁ ୧୩ରୁ ୧୬ ବର୍ଷ
ବୟସର ବାଳିକାଙ୍କ ମଧ୍ୟରେ ଆଗହ୍ର ବୃଦ୍ଧି ପାଇବାରେ ଲାଗିଛି । ପ୍ରତେି ଯାଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତେି ଯାଗୀମାନେ
ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସେମାନଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କିଟ୍‍ ପରିସରରେ
କରାଯାଇଛି ।

Leave a Reply

Your email address will not be published. Required fields are marked *