କଟକ ଛତ୍ରବଜାରରେ ୧୧୦ ଟଙ୍କା ଛୁଇଁଲା ପିଆଜ !

କଟକ ଛତ୍ରବଜାରରେ ୧୧୦ ଟଙ୍କା ଛୁଇଁଲା ପିଆଜ !

ଭୁବନେଶ୍ୱର: କଟକ ଛତ୍ରବଜାରରେ ୧୧୦ ଟଙ୍କା ଛୁଇଁଲା ପିଆଜ ଦର, ୮୦ ଟଙ୍କାରେ ବିକ୍ରି ହେଉଥିବା ଛୋଟ ପିଆଜ ଦର ଏବେ ଶହେ ଟଙ୍କା, ସପ୍ତାହେ ଧରି ଶହେ ଟଙ୍କା ଥିଲା ପିଆଜର ସର୍ବାଧିକ ଦର

Leave a Reply

Your email address will not be published. Required fields are marked *