ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ କମଳ ହାସନ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ କମଳ ହାସନ୍

ଭୁବନେଶ୍ୱର : ଆଜି ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେ ଅଭିନେତା କମଳ ହାସନ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଜନନେତା ଏବଂ ଅଭିନେତା ଦ୍ବୟ ଏହି ଅବସରରେ ବେଶ୍ ଖୁସିହୋଇ ଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *