ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟ ଓ ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ ମିଳିତ ଭାବେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବସ୍ତିରେ କମଳ ବନ

କମଳ ବନ
ଭୁବନେଶ୍ୱର, ୨୩/୧୧/୨୦୧୯: ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟ ଓ ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ ମିଳିତ ଭାବେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବସ୍ତିରେ କମଳ ବନ କରିଛନ୍ତି । ଶନିବାର ଦିନ ପ୍ରାୟ ଆର୍ଥିକ ଅନଗ୍ରସର ଦୁଇ ଶହ ଲୋକଙ୍କୁ ଏହି କମଳ ବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀତା ବଲ୍ଲଭ ମହାପାତ୍ର ନେତୃତ୍ୱ ନେଇଥିଲେ । ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘର ସଭାପତି ଜୀମୂତ ମଂଗରାଜ, ମହାବିଦ୍ୟାଳୟର ନିର୍ଦ୍ଦେଶକ ରଂଜନ କୁମାର ପରିଡ଼ା, ବିଜୁ ପଟ୍ଟନାୟକ ଗ୍ରୁପ୍ ଟିକ୍ନେିକାଲ୍ କଲେଜ୍ ପରିଚାଳନା କମିଟି ସଂପାଦିକା ଗୌତମୀ ସାମନ୍ତରାୟ, ସମାଜସେବା ବିଭାଗର ମୁଖ୍ୟ ଶେଷଦେବ ବଳିଆର ସିଂ, ହୋଟେଲ ମ୍ୟାନେଜ୍ମେଂଟ ବିଭାଗ ମୁଖ୍ୟ ବିନୋଦ ବିହାରୀ ରଥ, ସଚିବାଳୟ ସାମ୍ବାଦିକ ସଂଘ ସାଧାରଣ ସଂପାଦକ ବିଜୟ ପରିଡ଼ା, ସାମ୍ବାଦିକ ମହାବିଦ୍ୟାଳୟ ଅଧ୍ୟାପିକା ସ୍ୱରୁପିକା ସାମନ୍ତରାୟ, ସାମ୍ବାଦିକ ବିନୋଦ ବିହାରୀ ନାୟକ ପ୍ରମୁଖ ଏହି କମଳ ବନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *