କଣ୍ଟାବାଡ଼  କାଜୁ ଜଙ୍ଗଲରେ ଚଢ଼ାଉ।

ଖୋର୍ଦ୍ଧା :୧୧.୦୭ ବେଗୁନିଆ ପୋଲିସ ପକ୍ଷରୁ କଣ୍ଟାବାଡ଼  କାଜୁ ଜଙ୍ଗଲରେ ଚଢ଼ାଉ। ଜଙ୍ଗଲରେ ରନ୍ଧା ଯାଉଥିବା ମଦଭାଟି ଉପରେ ଚଢ଼ାଉ କରି ଜଣେ ମହିଳାକୁ ଗିରଫ। ଏହା ସହିତ ଘଟଣାସ୍ଥଳରୁ ଏକହଜାର ଲିଟର ପୋଚ୍ଚ ନଷ୍ଟ ଓ ଦଶ ଲିଟର ସ୍ପିରିଟ ଜବତ କରିଛି ବେଗୁନିଆ ପୋଲିସ ।*

Leave a Reply

Your email address will not be published. Required fields are marked *