ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିବା ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ

ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିବା ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ

ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ ମୋଟର ଯାନ ଆଇନକୁ କୋହଳ କରିଥିଲେ ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *