ଯୁବ କଂଗ୍ରେସ ସଭାପତି ଚୟନ

ଯୁବ କଂଗ୍ରେସ ସଭାପତି ଚୟନ

ଭୁବେନେଶ୍ୱର: ଆଜି ଯୁବ କଂଗ୍ରେସ ସଭାପତି ଚୟନ ନିମନ୍ତେ ଗଠିତ ୪ ଜଣିଆ କମିଟି ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସଂପାଦିକା ପ୍ରତିଭା ରଘୁବଂଶୀ: କହିଲେ- ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସିକୁ କିଏ ଅଧିକାର ଦେଲା, ସଭାପତି ଚୟନ କରିବା ଭାରତୀୟ ଯୁବ କଂଗ୍ରେସର ଦାୟିତ୍ୱ

Leave a Reply

Your email address will not be published. Required fields are marked *