ଭଂଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥପ୍ରସାଦ ବ୍ଲକ ଉପାନ୍ତଯୋଜନା

ଭଂଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥପ୍ରସାଦ ବ୍ଲକ ଉପାନ୍ତଯୋଜନା

ଭୁବନେଶ୍ୱର:ଭଂଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥପ୍ରସାଦ ବ୍ଲକ ଉପାନ୍ତଯୋଜନା ଅନୁକୁଲ୍ୟରେ ଜାଡଧାର ଠାରୁ ଦୋରଙ୍ଗି ଭାୟା ଜିରିପଡା ରାସ୍ତା ର ଭୂମିପୂଜନ କରିଛନ୍ତି ମାନ୍ୟବର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ଏଥିସହିତ ଜଗନ୍ନାଥ ପ୍ରସାଦ ବ୍ଲକ୍ ର ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ଜଗନ୍ନାଥ ପ୍ରସାଦ ବିଜୁ ଜନତା ଦଳର ସଭାପତି ମୋହନ ପ୍ରଧାନ ,ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା, ଉପାଧକ୍ଷ ହିମାଂଶୁ ଶେଖର ବାରିକ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ,ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *