ଆଠ କୁଇଣ୍ଟାଲ ଗଂଜେଇ ଓ ଭାଙ୍ଗ ଜବତ।

ଆଠ କୁଇଣ୍ଟାଲ ଗଂଜେଇ ଓ ଭାଙ୍ଗ ଜବତ।ଆସ୍କା ପୋଲିସ ଚଢ଼ାଉ କରି ଚୋରାରେ ଚାଲାଣ ହେଉଥିବା ଆଠ କୁଇଣ୍ଟାଲ ଗଂଜେଇଓ ଭାଙ୍ଗ ଜବତ କରିଛି।ଏହା ସହିତ ଗଂଜେଇ ନେବାରେ ବ୍ୟବହୃତ ଗୋଟିଏ ମହିନ୍ଦ୍ର pikup van ସହ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *