ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା

ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା

ଭୁବନେଶ୍ୱର: ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ।ରାଇରଙ୍ଗପୁର କଲେଜ,ରାଇରଙ୍ଗପୁର,ମୟୁରଭଞ୍ଜ ଜିଲ୍ଲାରେ କଣ୍ଟ୍ରାକଚୁଆଲ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ।ଆଜି(30nov) ରାତିରେ (କିଛି ଘଣ୍ଟା ପୂର୍ବରୁ) Ugc ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଦେଇଛନ୍ତି।
କାରଣ ଭାବେ କୁହାଯାଉଛି, ଯେ ପୂର୍ବରୁ ସେ ବଳାତ୍କାର ର ଶିକାର ହୋଇଥିଲେ, ଏବଂ ସେ ମାମଲା ମଧ୍ୟ ଗତିଶୀଳ ଅଛି।ଏବଂ ମାନସିକ ଆଘାତ ରୁ ସେ ଆତ୍ମହତ୍ୟା କରିଛନ୍ତି।ଏଠାକୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *