ବିନା ହେଲମେଟ୍, ଲାଇସେନ୍ସ, ଟ୍ରାଫିକ୍ ନିୟମ ଉଲଘଂନ କରିଥିଲେ ଯୁବ ଓ ଛାତ୍ର କର୍ମୀ ।

ବିନା ହେଲମେଟ୍, ଲାଇସେନ୍ସ, ଟ୍ରାଫିକ୍ ନିୟମ ଉଲଘଂନ କରିଥିଲେ ଯୁବ ଓ ଛାତ୍ର କର୍ମୀ ।

ଭୁବେନେଶ୍ୱର: ନୂଆ ବର୍ଷ ପାଇଁ ମହଙ୍ଗା ପଡିଲା ୨୦୧୯ ସଳୁ ସଳୁ ଟ୍ରାଫିକ ରେ ଫା ଇନ କାଟିଲେ ବିଜେଡି କ୍ରମୀ ମହଙ୍ଗା ପଡିଲା ବାଇକ୍ ରାଲି ବେଳେ ଟ୍ରାଫିକ୍ ନିୟମ ଉଲଘଂନ । ୧୨ ଜଣ ଉଲଘଂନକାରୀଙ୍କୁ ଚାଲାଣ କାଟିଲା କମିସନରେଟ୍ ପୋଲିସ । ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିଲା । ବିଜେଡି ପ୍ରତିଷ୍ଠା ଦିବସରେ ବାଇକ୍ ରାଲିରେ ଯାଉଥିଲେ କର୍ମୀ ।ବିନା ହେଲମେଟ୍, ଲାଇସେନ୍ସ, ଟ୍ରାଫିକ୍ ନିୟମ ଉଲଘଂନ କରିଥିଲେ ଯୁବ ଓ ଛାତ୍ର କର୍ମୀ ।

Leave a Reply

Your email address will not be published. Required fields are marked *