ସମେଇଗଡ଼ିଆରେ ଆତଙ୍କରାଜ

ସମେଇଗଡ଼ିଆରେ ଆତଙ୍କରାଜ

ଭୁବେନେଶ୍ୱର:ସମେଇଗଡ଼ିଆରେ ଆତଙ୍କରାଜ ସାଜିଛନ୍ତି ରମେଶ ବେହେରା ଓ ତାଙ୍କ ପରିବାର ଲୋକେ ।ଗୋଟେ ଗରିବ ପରିବାରକୁ ଠେଙ୍ଗାରେ ପିଟି ମରଣାନ୍ତକ ଆକ୍ରମଣ କରିଛନ୍ତି ସେମାନେ ଏବେ ହାଇଟେକ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ କୌଣସି ପ୍ରକାରେ ସହଯୋଗ ମିଳିଲା ନାହିଁ ।ତାପରେ ତାକୁ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲ ଆଡିମିଶନ କରିଛୁ ।ସେ ଏବେ ସିରିଏସ ଅବସ୍ଥାରେ ଅଛି ।ଆକ୍ରମଣ କରିଥିବା ଲୋକ ହେଉଛନ୍ତି ରମେଶ ବେହେରା, ବିଶ୍ଵଜିତ ବେହେରା, ବେବିଲତା ବେହେରା, ବିଦୁଲତା ବେହେରା, ଲିପି ବେହେରା ।

Leave a Reply

Your email address will not be published. Required fields are marked *