ଗଙ୍ଗା ନଗର ଠାରେ ଏକ ଅଭାବ ନିୟ ଦୃଶ୍ଯ

ଗଙ୍ଗା ନଗର ଠାରେ ଏକ ଅଭାବ ନିୟ ଦୃଶ୍ଯ

ଭୁବନେଶ୍ବର:ଖୋର୍ଦ୍ଧା ଜିଲ୍ଲା ବାଲୁଗଁ ଥାନା ଅନ୍ତର୍ଗତ ଗଙ୍ଗା ନଗର ଠାରେ ଏକ ଅଭାବ ନିୟ ଦୃଶ୍ଯ ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ଘରେ ଅସି ଜଣେ ଯୁବତୀ ଙ୍କ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣଙ୍କ ହେଲେ ବାଲୁଗାଁ କଲେଜ୍ ର ଯୁକ୍ତ ଦୁଇ ର ଛାତ୍ରୀ ସିବାନି ବେହେରା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ସୁଚନା ମୁତାବକ ଏକତରଫା ପ୍ରମରେ ବିଫଳ ହୋଇ ପ୍ରେମିକ ଏଭଳି କାଣ୍ଡ ବିହାଇଥିବା ଅନୁମାନ କରାଯାଉଛି । ଘରେ କେହି ନଥିବା ର ସୁଜଗ ନେଇ ସିବାନିର ଗଳାକାଟି ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଛାଡି ପଳାଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଏସ ପି ସୁଚନା ।

Leave a Reply

Your email address will not be published. Required fields are marked *