ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ।

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ।

ଭୁବନେଶ୍ୱର: କଟକ: କଟକର କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ ପୁଣି ଗିରଫ ହୋଇଛି । ରାଜାକୁ ଗିରଫ କରିଛି କଟକ ମାଲଗୋଦାମ ଥାନା ପୋଲିସ । ୨୦୦୪ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଛି । କୁଡ଼ୋ କୋଚ୍ ବିରଞ୍ଚି ହତ୍ୟା ମାମଲାରେ ପୂର୍ବରୁ ସେ ଗିରଫ ହୋଇଥିଲେ । କୋର୍ଟ ୱାରେଣ୍ଟ ଦେଖି ଗିରଫ କରିଛି ପୋଲିସ । କିଛି ସମୟ ପରେ ରାଜାକୁ କୋର୍ଟରେ ହାଜର କରାଯିବ । ଏନେଇ କଟକ ଡିସିପି ସୂଚନା

Leave a Reply

Your email address will not be published. Required fields are marked *