ରାୟଗଡା ରେ ଅନୁନ୍ୟ ୫କୋଟି ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ

ରାୟଗଡା ରେ ଅନୁନ୍ୟ ୫କୋଟି ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କରା ଗଲା।ସ୍ଥାନୀୟ ଚନ୍ଦ୍ରପୁର ଥାନା ଅଂଚଳରେ ଥିବା ପ୍ରାୟ ୨୬ଏକର ଜମିରେ ଚାଷ କରାଯାଇଥିବା ୫କୋଟି ଟଙ୍କାର ଗଂଜେଇ ଗଛକୁ ଚନ୍ଦ୍ରପୁର ପୋଲିସ ନିଆଁ ଲଗାଇ ନଷ୍ଟ କରିଦେଇ ଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *