ମାନପାଟଣା ଗ୍ରାମରେ ନବ ବଧୂକୁ ଯୈତୁକଜନିତ ନିର୍ଯ୍ୟାତନା

ମାନପାଟଣା ଗ୍ରାମରେ ନବ ବଧୂକୁ ଯୈତୁକଜନିତ ନିର୍ଯ୍ୟାତନା

ଭୁବେନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପାଟଣା ଗ୍ରାମରେ ନବ ବଧୂକୁ ଯୈତୁକଜନିତ ନିର୍ଯ୍ୟାତନା ସ୍ବାମୀ ,ଶାଶୁ ,ଶଶୁର, ନଣନ୍ଦ ନିର୍ଯ୍ୟାତନା ଦେଉଥିବା ଆଳି ଥାନାରେ ହୋଇଛି ଅଭିଯୋଗ।ଏତଲା ଦେବାର ତିନିଦିନ ବିତି ଯାଇଥିଲେ ମଧ୍ଯ ପୋଲିସ କୈଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସରକାରଙ୍କ ୫ ଟି ଉପରେ ଉଠିଛି ପ୍ରଶ୍ନବାଚୀ।ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲା ପାଟାମୁଣ୍ଡାଇ ଥାନା ବାଲିଝରି ଗ୍ରାମର ଗଦାଧର ଜେନାଙ୍କ ଝିଅ ସସ୍ମିତା ଆଳି ଥାନା ମାନପାଟଣା ଗ୍ରାମର ଜଗନ୍ନାଥ ସାହୁଙ୍କୁ ୨୦୧୫ ମସିହାରେ ପ୍ରେମ ବିବାହ କରିଥିଲେ ଦୁଇ ପରିବାରର ଆପୋଷ ବୁଝାମଣାରେ କୋର୍ଟ ଓ ମନ୍ଦିର ରେ ହୋଇଥିଲା ବିବାହ।ବିବାହ ର ୭ ଦିନପରେ ସ୍ବାମୀ ଜଗନ୍ନାଥ ସାହୁ ,ଶଶୁର ଉଦ୍ଧବ ସାହୁ ଯୈତୁକ ୧ ଲକ୍ଷ ଟଙ୍କା ଦାବୀ ଖରିଥିଲେ।ହେଲେ ସସ୍ମିତା ଙ୍କ ବାପା ଏକ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ଏକଲକ୍ଷ ଟଙ୍କା ଦେବାକୁ କିଛିଦିନ ସମୟ ମାଗିଥିଲେ।କିନ୍ତୁ ଟଙ୍କା ଦେଇ ନପାରିବାରୁ ସ୍ବାମୀ ଜଗନ୍ନାଥ ଶଶୁର,ଓ ଶାଶୁ ସସ୍ମିତା ଙ୍କୁ ମରଣାନ୍ତକ ଆକ୍ରମଣ କରି ଏକ ଧାରୁଆ କଟୁରୀରେ ହାତକୁ ହାଣି ଦେଇଥିଲେ।

Leave a Reply

Your email address will not be published. Required fields are marked *