ତାମିଲନାଡ଼ୁରେ ମେଟ୍‌ଟୁପାଲାୟମରେ ୪ଟି ଘର ଭୁଶୁଡି ପଡ଼ିଛି। କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ

ତାମିଲନାଡ଼ୁରେ ମେଟ୍‌ଟୁପାଲାୟମରେ ୪ଟି ଘର ଭୁଶୁଡି ପଡ଼ିଛି। କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଏମ୍ବାଟୁର: ଆଜି ସକାଳ ୫ଟା ୩୦ରେ ତାମିଲନାଡ଼ୁରେ ମେଟ୍‌ଟୁପାଲାୟମରେ ୪ଟି ଘର ଭୁଶୁଡି ପଡ଼ିଛି। ପ୍ରବଳ ବର୍ଷା କାରଣରୁ ଏହି ଘର ଭୁଶିଡି ପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ରହିଥିବା ସୂଚନା

Leave a Reply

Your email address will not be published. Required fields are marked *