ଜୀଅନ୍ତା ଜଳିଗଲେ ଶ୍ରମିକ।

ଜୀଅନ୍ତା ଜଳିଗଲେ ଶ୍ରମିକ।

ଭୁବନେଶ୍ୱର: ଆଜି ଘରେ ରଙ୍ଗ ଦେଉଥିବାବେଳେ 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକର ମୃତ୍ୟୁ। ଘଟଣାସ୍ଥଳରେ ଜୀଅନ୍ତା ଜଳିଗଲେ ଶ୍ରମିକ। ଭୁବନେଶ୍ୱର ଶିଶୁବିହାର ଅଂଚଳରେ ଘଟିଛି ଘଟଣା।

Leave a Reply

Your email address will not be published. Required fields are marked *