ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ :ମନ୍ତ୍ରୀ

ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ :ମନ୍ତ୍ରୀ

ଭୁବନେଶ୍ୱର,୧୨ ।୧୨: ଆଜି ଇଲିଫି ଆଣ୍ଟ ଫାଉଡେ ସନ ସପ୍ତମ ପତିଷ୍ଠା ଦିବସ ରେ ହାତୀ ଉପରେ କ୍ରମ ଶଳା ହେଇଯାଇଛି ଏଥିଲେ ମୁଖ୍ୟ ଆକ୍ରସନ ଯେ ଏଥିଲେ ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ ହେବ କୁହାଯାଇଛି
ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ହେବ ଏହି ହସ୍ତୀ ଅଭୟାରଣ୍ୟ । ହାତୀମାନଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି । ଏନେଇ ଆଇଆଇଟି ଭୁବନେଶ୍ୱର ସହ ଆଜି ଆଲୋଚନା କରିଛି ବନ ବିଭାଗ । ହାତୀଙ୍କ ଶବ୍ଦ ଶୁଣି ଲୋକମାନଙ୍କୁ ସତର୍କ କରାଯିବ । ଉତ୍ପାତ କରୁଥିବା ତିନି ହାତୀଙ୍କୁ ରେଡିଓ କଲାର କରାଯିବ । ଏନେଇ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ ହରି ଶଙ୍କର ଉପଧ୍ୟାୟା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *