ବନ କର୍ମଚାରୀ ଙ୍କର ମହା ଦୁର୍ନୀତି

ବନ କର୍ମଚାରୀ ଙ୍କର ମହା ଦୁର୍ନୀତି

 

ଭୁବନେଶ୍ୱର: ବନ କର୍ମଚାରୀ ଙ୍କର ମହା ଦୁର୍ନୀତି
ଗତକାଲି ରିଖ ସନ୍ଧ୍ୟା 5 ଘଣ୍ଟା 30 ମିନିଟ ରେ 353 ନମ୍ବର ଜାତୀୟ ରାଜପଥ ଖଡ଼ିଆଳ ଚଳାନ ପଡ଼ା ନିକଟସ୍ଥ ବଡ଼ପୋଲ ପାଖରେ ଧାରାପଡିଲା ବନ କର୍ମଚାରୀ ଙ୍କର କଲା କାରନାମା ହେଲେ ବିଭାଗୀୟ ଅଧିକାରୀ ଏବେ ପର୍ଯ୍ୟନ୍ତ ଚୁପ
ଜଣେ ଗରିବ ଖଟିଖିଆ ମଜୁରିଆ କେ ହଇରାଣ କରବା କାଯେ ତ ବହୁତ ଉପାୟ ମିଲସି ବାକି ଖୋଦ ବନବିଭାଗ ର କଳା କାରନାମା ମାନେ ଏନ୍ତା ଲୁକି ଯାଏସି ଯେନ୍ତା କି ଅମାବାସ୍ୟା ର ଜହ୍ନ ।
ଦେଖାଯାଉ ବଡଲୋକ ମନେ ବଡବଡିଆ ର କଲା କାରନାମା କେ ପର୍ଦାଫାସ କରିପାରୁଛନ କି ଚୁପ ରହିଯାଉଛନ ।

ବନ୍ଧୁ ଗଣ ଯେ ପ୍ରଜ୍ଞନ୍ତ ବନ କର୍ମଚାରୀ ଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନ ହେଇଛି ସେ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଙ୍କୁ ଆମର ଅନୁରୋଧ ଏହାର ବିରୋଧ କରନ୍ତୁ ପ୍ରତିବାଦ କରନ୍ତୁ କାହିଁକି ନା କାନୁନ ସମସ୍ତ ଙ୍କର ପାଇଁ ସମାନ ନିୟମ ସମସ୍ତ ଙ୍କର ପାଇଁ ସମାନ କାହାରି ପାଇଁ ଅଲଗା ନୁହଁ ।

Leave a Reply

Your email address will not be published. Required fields are marked *