ଦିଲ୍ଲୀ ଅଗ୍ନିକାଣ୍ଡ ମାମଲାରେ ସଂପୃକ୍ତ କୋଠା ମାଲିକ ଗିରଫ:

ଦିଲ୍ଲୀ ଅଗ୍ନିକାଣ୍ଡ ମାମଲାରେ ସଂପୃକ୍ତ କୋଠା ମାଲିକ ଗିରଫ: ମାଲିକ ରେହାନଙ୍କୁ ଗିରଫ ସହ IPC-୩୦୪ ଦଫା ଲଗାଇଲା ପୋଲିସ,ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଛନ୍ତି, ୧୬ ଜଣ ଆହତ ହୋଇଛନ୍ତି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥାଇ ବେଆଇନ ଭାବେ ଚାଲିଥିଲା କାରଖାନା

Leave a Reply

Your email address will not be published. Required fields are marked *