୬ଟି ରାଜ୍ୟରେ ପିଆଜ କଳାବେପାରୀଙ୍କ ଉପରେ ଚଢ଼ାଉ!

୬ଟି ରାଜ୍ୟରେ ପିଆଜ କଳାବେପାରୀଙ୍କ ଉପରେ ଚଢ଼ାଉ!

ଭୁବନେଶ୍ୱର: ନୂଆଦିଲ୍ଲୀ,ଗତ କିଛି ଦିନ ହେଲା ପିଆଜ ଦର ଉଛା ହେଇଥିବା ବେଳେ ଆଜି ମୁଡରେ ପଶିଲା ଚଢ଼ାଉ କରିବାଲେ । ୬ଟି ରାଜ୍ୟରେ ପିଆଜ କଳାବେପାରୀଙ୍କ ଉପରେ ଆୟକର ବିଭାଗର ଚଢ଼ାଉ ହୋଇଛି । ୬ଟି ରାଜ୍ୟ ପଞ୍ଜାବ, ହରିୟାଣା, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀରେ ଚଢ଼ାଉ ହୋଇଛି । ସେହିପରି ମହାରାଷ୍ଟ୍ରର ମୁମ୍ବାଇ ଓ ନାସିକରେ ବି କଳାବେପାରୀଙ୍କ ଉପରେ ଚଢ଼ାଉ ହୋଇଛି ।

Leave a Reply

Your email address will not be published. Required fields are marked *