ସଜେଇ ହେଉଛି କଟକ।

ଚିତ୍ରକଳା ରେ ସଜେଇ ହେଉଛି କଟକ।


କଟକ:  ଭୁବନେଶ୍ୱର:୧୨.୦୭ ସରସ ସୁନ୍ଦର କରିବା ପାଇଁ କଟକ ମହାନଗର ନିଗମର ଅଭିନବ ପ୍ରୟାସ । କଟକ ସହରର ବିଭିନ୍ନ ଫ୍ଲାଇ ଓଭର ଗୁଡିକରେ କଟକ ଓ ଓଡ଼ିଶାର ସଂସ୍କୃତି କୁ ଚିତ୍ରିତ କରାଯାଉଛି।ଭାଇଚାରାର ସହର କଟକ କୁ ସବୁବେଳେ ସୁନ୍ଦର କରିବା ପାଇଁ କଟକିଆ ମାନେ ସବୁବେଳେ ଦାବି କରି ଆସିଛନ୍ତି। ଏହି ସମୟରେ କଟକ ମହାନଗର ନିଗମ ଆଣିଛି ଅଭିନବ ପ୍ରୟାସ। ଯାହାକୁ ସହଯୋଗ ର ହାତ ବଢ଼ାଇଛି ଓଡିଶା ମାଇନିଂ କର୍ପୋରେସନ । ସିଲଭରସିଟି ର ପ୍ରମୁଖ ଓଭର ବ୍ରିଜ ଗୁଡିକୁ ନୂଆ ଲୁକ ଦେବା ପାଇଁ ଜାରି ରହିଛି ପ୍ରୟାସ। ତୁଳି ସାହାଯ୍ୟରେ ଓଡ଼ିଶାର ପୁରାତନ ସଂସ୍କୃତି କୁ ପୁନର୍ଜିବିତ କରୁଛନ୍ତି ଚିତ୍ରକାର। ରଙ୍ଗ ବେରଙ୍ଗ ଚିତ୍ର ରେ ସଜେଇ ହେଉଛି ଓଭର ବ୍ରିଜ।

Leave a Reply

Your email address will not be published. Required fields are marked *