ଅଶାନ୍ତ ରାଜଧାନୀ ଲୁଟୁଚନ୍ଥି କିନ୍ନର ଭେସଲେ

ଅଶାନ୍ତ ରାଜଧାନୀ ଲୁଟୁଚନ୍ଥି କିନ୍ନର ଭେସଲେ!

ଭୁବନେଶ୍ୱର: ରାଜଧାନୀ ଜନପଥ ରୋଡ ରେ ଶୁଣିବାକୁ ମିରୁଛି ଜନପଥ ରେ ଲୁଟୁଛନ୍ଥି ।କିନ୍ନର ଭେସରେ ମାତ୍ର ଏ କୌଣସି ମିଛ ନୁହେଁ ପୁରା ସତ ବୋଲି ଜନପଥ ର ଦୋକାନୀ ମାନେ ଟୁପୁର ଉପୁର ହୋଇଥିବା ବେଳେ ଆମ ଟିମ ପହଁଚିଲା ପରେ ଖୋରୁ ଖୋରୁ ମହାଦେବ ବାହାରିଲେ ଦୋକାନୀ କହିଲେ । ଏଭରି ଅବସ୍ଥା ଦେଖୁଛୁ ମାତ୍ର ପାଟି ଫିଟେଇବାକୁ ଆମକୁ ଭୟ ଲାଗୁଛି । ଆଜିକି କିଛି ଦିନ ତରେ ରାତି ଠିକ 11ଟା ସମୟ ଦୋକାନ ବନ୍ଦ କରିକି ବାହାରିଛି ଘରକୁ ଫୋନ ଆସିଲା କେତେବେଳେ ଆସିବ । କିନ୍ତୁ ଉତର ଦେବୀ କଣ ମୋବାଇଲ ହାତରୁ ଜାପୁଣି ନେଇ ପରେଇଲା ହେ ହେ କହୁ ସେ ମାଇଲ ବାଟରେ । କାନ କୁ ଆଉଁସି ଆଉଁସି ହୋଇ ଘରକୁ ଫେରିଲି କିନ୍ତୁ ଦୁଃଖ ରେ ନଖାଇ ସୋଇଲି ।ସକାଳୁ ଉଠି ଥାନା କୁ ଯାଇ ଏ ଫୈ ଆର ଦେଲି ।ବୋଲି କହିଲେ । ଏଭରି ସୁନ ସାନ ରାସ୍ତାରେ କେମିତି ଯିବା ବୋଲି ସାଧାରଣ ଲୋକ ଙ୍କ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *