ଭୁବନେଶ୍ବର ବରମୁଣ୍ଡାରେ ଡ୍ରେନ୍‌ରେ ମଣିଷର କଟାଗୋଡ଼ ଠାବ

ଭୁବନେଶ୍ବର ବରମୁଣ୍ଡାରେ ଡ୍ରେନ୍‌ରେ ମଣିଷର କଟାଗୋଡ଼ ଠାବ

ଭୁବନେଶ୍ୱର: ଭୁବନେଶ୍ବର ବରମୁଣ୍ଡାରେ ଡ୍ରେନ୍‌ରେ ମଣିଷର କଟାଗୋଡ଼ ଠାବ: ବରମୁଣ୍ଡା କୃଷି ଫାର୍ମ ହାଉସ ପାଖ ଡ୍ରେନରେ ପଡିଛି କଟାଗୋଡ଼, କାହାକୁ ହତ୍ୟା ପରେ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ସନ୍ଦେହ । ଏଯାଏ ମିଳିନି ମୃତଦେହ, ଖଣ୍ଡଗିରି ପୋଲିସର ତଦନ୍ତ ଜାରି

Leave a Reply

Your email address will not be published. Required fields are marked *