ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ
କଂଗ୍ରେସ ଦଳ ସ୍ୱାଗତ

ଭୁବନେଶ୍ୱର ତା ୯.୧୧ – ମାନ୍ୟବର ସର୍ବୋଚ୍ଚ
ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ
କଂଗ୍ରେସ ଦଳ ସ୍ୱାଗତ କରୁଅଛି । ପ୍ରଭୁ ଶ୍ରୀରାମ
ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ,
ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ ।
ତେଣୁ ଆମ୍ଭେ ସମସ୍ତେ ମାନ୍ୟବର ସର୍ବୋଚ୍ଚ
ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ସମ୍ମାନ
ଦେବା ସହ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ
ରାଜ୍ୟବାସୀଙ୍କୁ ବିନମ୍ର ଅନୁରୋଧ କରୁଅଛି ।

Leave a Reply

Your email address will not be published. Required fields are marked *