କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଭାରତ ବଞ୍ଚାଅ’ ରାଲି!

କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଭାରତ ବଞ୍ଚାଅ’ ରାଲି!

ଭୁବନେଶ୍ବର: କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସିଏଏକୁ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ ଭାରତ ବଞ୍ଚାଅ’ ରାଲି କରାଯାଇଛି। କଂଗ୍ରେସ ଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଛି। ପିସିସି ସଭାବତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ |

Leave a Reply

Your email address will not be published. Required fields are marked *