୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର : ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ ୨.୨୦୧୯ ଆଜି ରାଜଧାନୀ ପିଆଜର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜର ଅହେତୁକ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ । ଏନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଶସ୍ତାରେ ପିଆଜ ବିକ୍ରି ହୋଇଛି । କିଲୋ ପିଛା ୪୦ ଟଙ୍କାରେ ପିଆଜ ଦେଉଛି କଂଗ୍ରେସ । ପିଆଜ କିଣିବାକୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ବାସଭବନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତାପରେ ମାଷ୍ଟରକ୍ୟାଣ୍ଟିନ ରୁ ରାଜମହଲ ପଯ୍ୟନ୍ତ ପିଆଜ ବିକି ବିକି ରାଜମହଲ ଛକ ରେ ବିକ୍ଷୋଭ କରିଥିଲେ । ରାଜ୍ୟରେ ପିଆଜ ଦଳ ବୁଦ୍ଧି କୁ ନେଇ କଂଗ୍ରେସ ରାଜ୍ୟ ଜିଲା ସଭାପତି ମାନସ ଚୌଧୁରୀ କହିଥିଲେ

Leave a Reply

Your email address will not be published. Required fields are marked *