ରାଜ୍ୟ କଂଗ୍ରେସ୍‌ ସଭାପତି ବନ୍ଦ୍‌କୁ ସମର୍ଥନ।

ରାଜ୍ୟ କଂଗ୍ରେସ୍‌ ସଭାପତି ବନ୍ଦ୍‌କୁ ସମର୍ଥନ।

ଭୁବେନେଶ୍ୱର:ରାଜ୍ୟ କଂଗ୍ରେସ୍‌ ସଭାପତି ବନ୍ଦ୍‌କୁ ସମର୍ଥନ କରିବା ସହ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି, କିନ୍ତୁ ଟ୍ରେଡ୍ ୟୁନିୟନ୍ଗୁଡ଼ିକର ନିମନ୍ତ୍ରଣ ଓ ଅନୁରୋଧ ସତ୍ୱେ ବିଜେଡି ନିଜକୁ ବନ୍ଦ୍‌ରୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *