ଯୁବକଙ୍କୁ ଛୁରା ମାଡ଼

ଭୁବନେଶ୍ୱର:୧୪.୦୭ ରାସ୍ତାରେ ସାଇଡ୍ ଦେବାକୁ ନେଇ ଗଣ୍ଡଗୋଳ। ପରିସ୍ଥିତି ଏମିତି ହେଲା କି ଯୁବକଙ୍କୁ ଛୁରା ମାଡ଼ କଲା ଅନ୍ୟ ଜଣେ ବ୍ୟକ୍ତି । ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଇସ୍କନ୍ ମନ୍ଦିର ପଛ ରାସ୍ତାରେ । ଇସ୍କନ୍ ପେଟ୍ରୋଲ ପମ୍ପ ନିକଟରେ ଏକ ଦାମୀ କାରରେ ଥିବା କିଛି ଯୁବକ ଅନ୍ୟ ଜଣେ କାର୍ ଚାଳକଙ୍କ ଉପରକୁ ଆକ୍ରମଣ କରିଛନ୍ତି।

Leave a Reply

Your email address will not be published. Required fields are marked *