ଲାଞ୍ଚୁଆ ପିଇଓଙ୍କ ଚାକିରି ନେଲେ ଜିଲ୍ଲାପାଳ

ଲାଞ୍ଚୁଆ ପିଇଓଙ୍କ ଚାକିରି ନେଲେ ଜିଲ୍ଲାପାଳ

ଭୁବେନେଶ୍ୱର:ବାରିପଦା:ଲାଞ୍ଚୁଆ ପିଇଓଙ୍କ ଚାକିରି ନେଲେ ଜିଲ୍ଲାପାଳ; ୧୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଧର୍ମା ସିଂହଙ୍କୁ ଧରିଥିଲା ଭିଜିଲାନ୍ସ, ଲାଞ୍ଚ ମାମଲାରେ ଧର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଭିଜିଲାନ୍ସ କୋର୍ଟ,ପରେ ଧର୍ମାଙ୍କୁ ଚାକିରିରୁ ବହିଷ୍କାର କଲେ ଜିଲ୍ଲାପାଳ*

Leave a Reply

Your email address will not be published. Required fields are marked *