ଛାତ୍ରୀଙ୍କୁ ଅସଦାଚରଣ

ଛାତ୍ରୀଙ୍କୁ ଅସଦାଚରଣ

ଭୁବେନେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକସ୍ଥିତ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ର । ବାମେବାରି ପୁଲିସ୍‌ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି । ଅନ୍ୟପଟେ ପୋକ୍ସୋ ଆଇନ ମୁତାବକ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ । ତାଙ୍କ ଆଚରଣରେ ଅତିଷ୍ଠ ହୋଇ ୧୫   ଛାତ୍ରୀ ହଷ୍ଟେଲ ଛାଡ଼ି ଗାଁକୁ ପଳାଇଥିଲେ । ଶିକ୍ଷକଜଣଙ୍କ ନିଶାଶକ୍ତ ଅବସ୍ଥାରେ ଛାତ୍ରୀମାନଙ୍କୁ ଅସଦାଚାରଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।*

Leave a Reply

Your email address will not be published. Required fields are marked *